ଜିଲାପାଳଙ୍କ କାର୍ଯ୍ଯାଳୟ ପରିସରରେ କଣ୍ଟାବାଞ୍ଜି ତହସିଲଦାର ଙ୍କ ବିୟୋଗରେ ରେ ଲୋକସଭା ଅନୁଷ୍ଠିତ

ବଲାଙ୍ଗିର (୧୨/୦୪) ସ୍ୱତନ୍ତ୍ରବାର୍ତା ବ୍ୟୁରୋ : ଜିଲ୍ଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ କଣ୍ଟାବାଞ୍ଜି ତହସିଲଦାରଙ୍କ ବିୟୋଗରେ ଶୋକସଭା କରାଯାଇଛି । କଣ୍ଟାବାଞ୍ଜି ତହସିଲଦାର ତଥା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର (୭୦) ର ସହାୟକ ରିଟର୍ଣ୍ଣିଂ ଅଧିକାରୀ ରତନଲାଲ ମୁଣ୍ଡା ଙ୍କ ବିୟୋଗ ପାଇଁ ଏହି ସଭା କରାଯାଇଥିଲା । ସ୍ଵର୍ଗତ ମୁଣ୍ଡା କିଛି ଦିନ ହେବ ବୃକକ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ୨୦୨୩ ଅକ୍ଟୋବର ୨୬ ରୁ କଣ୍ଟାବାଞ୍ଜି ତହସିଲଦାର ଦାୟିତ୍ଵ ନିର୍ବାହ କରିଆସୁଥିଲେ । ତାଙ୍କ ବିୟୋଗ ରେ ନିରବ ପାର୍ଥନା କରିବା ସହ ଅମର ଆତ୍ମା ର ଶାନ୍ତି ନିମନ୍ତେ କାମନା କରା ଯାଇଥିଲା | ଏହି ସଭା ରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଗୌରୱ ଶିୱାଜି ଈଶାଲୱାର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ ବିଜୟାନନ୍ଦ ସେଠୀ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ପବିତ୍ର ବେହେରା, ଡେପୁଟି କଲେକ୍ଟର ସୋନାଲି ପଟ୍ଟନାୟକ, ଡେପୁଟି କଲେକ୍ଟର ପ୍ରଶାନ୍ତ ମହାପାତ୍ର , ଡେପୁଟି କଲେକ୍ଟର ସଚିଦାନନ୍ଦ ମିଶ୍ର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ, ଆସିଷ୍ଟାଣ୍ଟ କଲେକ୍ଟର ଘନଶ୍ୟାମ ମୁଣ୍ଡ , ଭେକ୍ଟର ବିଭାର ,ଫାଲ୍ଗୁନୀ ଶବର, ପୁରୁଷୋତ୍ତମ ମୁନା , ସ୍ନିଗ୍ଧାରାଣୀ ତ୍ରିପାଠୀ ପ୍ରମୁଖଙ୍କ ସହ କିଲଟାରିର କର୍ମଚାରୀମାନେ ଉପସ୍ଥିତ ଥିଲେ l

ଜିଲାପାଳଙ୍କ କାର୍ଯ୍ଯାଳୟ ପରିସରରେ କଣ୍ଟାବାଞ୍ଜି ତହସିଲଦାର ଙ୍କ ବିୟୋଗରେ ରେ ଲୋକସଭା ଅନୁଷ୍ଠିତ
ଜିଲାପାଳଙ୍କ କାର୍ଯ୍ଯାଳୟ ପରିସରରେ କଣ୍ଟାବାଞ୍ଜି ତହସିଲଦାର ଙ୍କ ବିୟୋଗରେ ରେ ଲୋକସଭା ଅନୁଷ୍ଠିତ